PM ସୂର୍ଯ୍ୟ ଘର


ଯେଉଁ ଉପଭୋକ୍ତାଙ୍କ ବୟସ ୫୮ ରୁ ଅଧିକ ସେହି କ୍ଷେତ୍ରରେ ବ୍ୟାଙ୍କ PM ସୂର୍ଯ୍ୟ ଘର ପାଇଁ ଲୋନ ଦେବନାହିଁ ଏଣୁ ତାଙ୍କର ଉତ୍ତରାଧିକାରୀ Section Office Sinapali ରେ ଆବେଦନ କରିବେକି  ସଂଯୋଗ ହୋଇଥିବା ବିଦ୍ୟୁତ୍ ବିଲ ରେ ଆଧାର ଅନୁଯାଇ ନାମ ପରିବର୍ତ୍ତନ ପାଇଁ Affidebit ଦେବେ। ଉଭୟଙ୍କ ଆଧାର ଜେରେକ୍କ କପି ଆବେଦନରେ ସଂଲଗ୍ନ କରିବେ । 


ଯେଉଁ ଉପଭୋକ୍ତାଙ୍କ ମୃତ୍ୟୁ ହୋଇଯାଇଛି  ସେ କ୍ଷେତ୍ରରେ ତାଙ୍କର ଉତ୍ତରାଧିକାରୀ Section Office Sinapali ରେ ଆବେଦନ କରିବେକି  ସଂଯୋଗ ହୋଇଥିବା ବିଦ୍ୟୁତ୍ ବିଲ ରେ ଆଧାର ଅନୁଯାଇ ନାମ ପରିବର୍ତ୍ତନ ପାଇଁ । ଉଭୟଙ୍କ ଆଧାର ଜେରେକ୍କ କପି ଆବେଦନରେ ସଂଲଗ୍ନ କରିବେ, ତତ୍ ସହିତ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ Death Certificate ର ଜେରକ୍ସ କପି।





PM ସୂର୍ଯ୍ୟ ଘର   କେବଳ ଘରୋଇ (Domestik) ଉପଭୋକ୍ତାଙ୍କ ପାଇଁ 







.


Comments

Popular posts from this blog

17 एक गाय के गोबर से पांच एकड़ में धान की खेती, खाद न कीटनाशक, उपज भी अधिक

47 CA की पढ़ाई छोड़कर शुरु किया ये काम, लाखों में होती है कमाई, किसानों को भी देते हैं ट्रेनिंग